ଉଇକିପିଡ଼ିଆ ମେଳଣ ଦେଇ ଆମେ ଓଡ଼ିଆ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚେଇବାର ଚେଷ୍ଟା କରିଥାଉ, ଓଡ଼ିଆ ଉଇକିପିଡ଼ିଆ ଉପରେ ନାନା ଆଲୋଚନା କରିଥାଉ ଓ ଆଗକୁ ବଢାଇବାର ବାଟ ତିଆରି କରିଥାଉ । ଯଦି ଆପଣ ଓଡ଼ିଶା ଓ ଓଡ଼ିଶା ବାହାରେ ଓଡ଼ିଆ ଉଇକିପିଡ଼ିଆ ଓ ବାକି ଉଇକିମିଡ଼ିଆ ପ୍ରକଳ୍ପସବୁର ବିକାଶ ପାଇଁ ଇଛୁକ ତେବେ ଏଥିରେ ଭାଗ ନିଅନ୍ତୁ ।

ମେଲ ତାଲିକା

ଯଦି ଆପଣ ଆଗ୍ରହୀ ତେବେ ଏହି ମେଲ ତାଲିକାରେ ଯୋଗ ଦିଅନ୍ତୁ https://lists.wikimedia.org/mailman/listinfo/wikipedia-or

ଆଗକୁ ହେବାକୁ ଥିବା ମେଳଣ

ଉଇକିପିଡ଼ିଆ କର୍ମଶାଳା ପାଇଁ ଆବଶ୍ୟକ ସାଧନ

ଡାଉନଲୋଡ଼ ହୋଇପାରିବା ଭଳି ଏକ ପ୍ରେଜେଣ୍ଟେସନ
ଜାଣିବା କଥା (FAQ) କର୍ମଶାଳା ବାବଦୀୟ ଚିଠି ପ୍ରେଜେଣ୍ଟେସନ
FAQ Booklet FAQ in PDF format ଶିକ୍ଷାନୁଷ୍ଠାନ ମାନଙ୍କୁ ଚିଠି presentation in Odia  · Presentation in PDF  · Source files

ଉପରେ ଥିବା ଆଇକନ ମାନଙ୍କ ଉପରେ କରି ଦରକାରୀ ନଥି ଡାଉନଲୋଡ଼ କରିପାରିବେ ଓ ବ୍ୟବହାର କରିପାରିବେ ।

ଆଗରୁ ହୋଇଥିବା ମେଳଣ

୧ମ କର୍ମଶାଳା, ଭୁବନେଶ୍ୱର ୦୩ ଏପ୍ରିଲ ୨୦୧୧

ସୂଚନା

ଯଦି ଆଗକୁ ହେବାକୁ ଥିବା ମେଳଣରେ ଭାଗନେବାକୁ ଚାହାନ୍ତି ତେବେ ଏଠାରେ ନିଜର ଇଉଜର ନାଆଁ ଲେଖନ୍ତୁ, ଆସନ୍ତା ମେଳଣ ଆଗରୁ ଆପଣଙ୍କୁ ଜଣାଇଦିଆଯିବ ।

  • ଚିତ୍ରସେନ ପରିଡା, ସ୍ତାପତ୍ଯ କଳାବିତ, ଭୁବନେଶ୍ଟର, ମୋବାଇଲ୍-+୯୧୯୮୫୩୧୪୨୭୪୨
  • Soumendrak,ବେଙ୍ଗାଲୁରୁ,